ଦିବ୍ୟାଙ୍କା ତ୍ରିପାଠୀ
ଦିବ୍ୟଙ୍କା ତ୍ରିପାଠୀ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୩– ଏବେଯାଏଁ |
ବୈବାହିକ-ସାଥୀ |
ବିବେକ ଦହିୟା (m. ୨୦୧୬) |
ପିତାମାତା |
|
ଦିବ୍ୟଙ୍କା ତ୍ରିପାଠୀ (ଜନ୍ମ: ୧୪ ଡିସେମ୍ବର ୧୯୮୪[୧]) ଜଣେ ଭାରତୀୟ ଅଭିନେତ୍ରୀ ।[୨] ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଜଗତର ଧାରାବାହିକମାନଙ୍କରେ ଅଭିନୟ କରନ୍ତି ।[୩][୪] ଜୀ ଟିଭିରେ ପ୍ରସାରିତ ଧାରାବାହିକ ବନୁଁ ମେଁ ତେରି ଦୁଲ୍ହନ୍ରେ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ ସେ ଲୋକପ୍ରିୟତା ପାଇଥିଲା । ଅଧୁନା ସେ ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ହେଉଥିବା ଧାରାବାହିକ ୟେ ହୈଁ ମୋହବତେଁର ମୁଖ୍ୟ ନାୟିକା ଡ. ଇଶିତା ଭଲ୍ଲା ଭୂମିକାରେ ଅଭିନୟ କରୁଛନ୍ତି । ୨୦୧୭ ମସିହାରେ ସେ ଭାରତୀୟ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ନାଚ୍ ବଲିୟେରେ ବିଜୟୀ ହୋଇଥିଲେ ।[୫]
ଜନ୍ମ ଓ ଶିକ୍ଷା
[ସମ୍ପାଦନା]ଦିବ୍ୟଙ୍କା ତ୍ରିପାଠୀ ୧୯୮୪ ମସିହାର ଡିସେମ୍ବର ମାସ ୧୪ ତାରିଖରେ[୬] ମଧ୍ୟପ୍ରଦେଶର ଭୋପାଳଠାର ଜନ୍ମଗ୍ରହଣ କରିଥିଲେ ।[୭][୮] ସେ ଭୋପାଳର ନୂତନ କଲେଜରେ ପାଠ ପଢ଼ିଥିଲେ ।[୯] ଉତ୍ତରକାଶୀରେ ଥିବା ନେହେରୁ ଇନିଷ୍ଟିଚିଉଟ୍ ଅଫ୍ ମାଉଣ୍ଟେନରିଂରେ ପାହାଡ଼ ଚଢ଼ିବାର ଟ୍ରେନିଂ ନେଇଥିଲେ ।[୧୦]
ବୈବାହିକ ଜୀବନ
[ସମ୍ପାଦନା]ଦିବ୍ୟଙ୍କାର ଦୁଲ୍ହନ ଧାରାବାହିକରେ ଅଭିନୟ କରୁଥିବା ତାଙ୍କ ସହ-ଅଭିନେତାଙ୍କ ସହ ପ୍ରେମ ସମ୍ପର୍କ ଥିଲା ।[୧୧] ୨୦୧୫ ମସିହାରେ ତାଙ୍କର ପ୍ରେମ ସମ୍ପର୍କ ଭାଙ୍ଗିଯିବାପରେ ସେ ୟେ ହେଁ ମୋହବତେଁରେ ତାଙ୍କ ସହ-ଅଭିନେତା ବିବେକ ଦହିୟାଙ୍କୁ ବିବାହ କରିଥିଲେ ।[୧୨][୧୩] ୮ ଜୁଲାଇ ୨୦୧୬ରେ ଏହି ଦମ୍ପତ୍ତିଙ୍କର ଭୋପାଳଠାରେ ବିବାହ ହୋଇଥିଲା ।[୧୪]
ଆଧାର
[ସମ୍ପାଦନା]- ↑ "Divyanka Tripathi husband, wedding photos, date of birth, age, Facebook page, Instagram page, Twitter page and famous roles". Indian Express. Retrieved 26 June 2017.
- ↑ Bhandari, Jhanvi (20 July 2016). "Divyanka Tripathi changes name to Divyanka Tripathi Dahiya". The Times of India. Retrieved 21 July 2016.
- ↑ "Minor girl raped on Independence Day in Chandigarh, Divyanka Tripathi is scared to have a daughter".
- ↑ "'Yeh Hai Mohabbatein' Actress Divyanka Tripathi Hits Milestone, Gets Pampered in Unique Way". ibtimes.co.in. Retrieved 12 July 2015.
- ↑ "Divyanka Tripathi And Vivek Dahiya Are The Winners Of Nach Baliye 8". Retrieved 26 June 2017.
- ↑ IANS (14 December 2015). "Divyanka Tripathi gifts herself a holiday on birthday". The Indian Express. Retrieved 31 March 2016.
- ↑ "Divyanka Tripathi: Since I'm from Bhopal, I know how to prepare Iftaar". The Times of India. Retrieved 18 July 2015.
- ↑ "'Yeh Hai Mohabbatein' Actress Divyanka Tripathi Bags Top Award at Prestigious Theatre Festival". ibtimes.co.in. Retrieved 13 July 2015.
- ↑ "From being a tomboy to having three boyfriends, TV's queen Divyanka Tripathi opens up". intoday.in.
- ↑ "From Divyanka Tripathi to Ram Kapoor, 10 of television's most educated actors". The Indian Express.
- ↑ "Revealed: Why Did Divyanka Tripathi and Ssharad Malhotra Break Up?". Archived from the original on 3 June 2016. Retrieved 3 March 2015.
- ↑ "Divyanka Tripathi-Vivek Dahiya get engaged". India Today. 19 January 2016. Retrieved 15 March 2016.
- ↑ "Divyanka Tripathi-Vivek Dahiya engaged: Yeh Hai Mohabbatein actors reveal their love story".
- ↑ PTI (9 July 2016). "Divyanka Tripathi, Vivek Dahika get married". The Hindu. Retrieved 21 July 2016.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦିବ୍ୟାଙ୍କା ତ୍ରିପାଠୀ