ବିଦ୍ୟା ଦେବୀ ଭଣ୍ଡାରୀ
ବିଦ୍ୟା ଦେବୀ ଭଣ୍ଡାରୀ ଦେଶର ଗଣତାନ୍ତ୍ରିକ ଇତିହାସରେ ଦ୍ୱିତୀୟ ତଥା ନେପାଳର ପ୍ରଥମ ମହିଳା ରାଷ୍ଟ୍ରପତି । [୨][୩][୪][୫] ସେ ନେପାଳର ପୂର୍ବତନ ରାଜନେତା ତଥା ନେପାଳର କମ୍ୟୁନିଷ୍ଟ ପାର୍ଟିର ନେତା ଅଟନ୍ତି । କୁଲ ବାହାଦୂର ଗୁରୁଙ୍ଗଙ୍କୁ ପରାସ୍ତ କରି ୫୪୯ଟି ମଧ୍ୟରୁ ୩୨୭ ଭୋଟ ପାଇ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ସେ ନେପାଳର ପ୍ରତିରକ୍ଷା ମନ୍ତ୍ରାଳୟରୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ରହିଛନ୍ତି । [୬][୭]
ବିଦ୍ୟା ଦେବୀ ଭଣ୍ଡାରୀ | |
---|---|
ନେପାଳର ରାଷ୍ଟ୍ରପତି ରାଷ୍ଟ୍ରପତି | |
Assumed office 29 ଅକ୍ଟୋବର 2015 | |
ପ୍ରଧାନ ମନ୍ତ୍ରୀ | ଖଡ଼ଗ ପ୍ରସାଦ ଶର୍ମା ଓଲି |
Vice President | ନନ୍ଦ କିଶୋର ପୁନ |
ପୂର୍ବ ଅଧିକାରୀ | ରାମବରଣ ଯାଦବ |
ରକ୍ଷା ମନ୍ତ୍ରାଳୟ ନେପାଳ | |
କାର୍ଯ୍ୟକାଳ 25 ମଇ 2009 – 6 ଫେବ୍ରୁଆରୀ 2011 | |
ପ୍ରଧାନ ମନ୍ତ୍ରୀ | ମାଧବ କୁମାର ନେପାଳ |
ପୂର୍ବ ଅଧିକାରୀ | ରାମ ବାହାଦୂର ଥାପା |
ପର ଅଧିକାରୀ | ବିଜୟ କୁମାର ଗଚ୍ଛଦାର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଭୋଜପୁର ଜିଲ୍ଲା, ନେପାଳ[୧] | ୧୯ ଜୁନ ୧୯୬୧
ରାଜନୀତିକ ଦଳ | ନେପାଳ କମ୍ୟୁନିଷ୍ଟ ପାର୍ଟି (ଏମାଲେ) |
ଜୀବନ ସାଥୀ | ମଦନ ଭଣ୍ଡାରୀ (1982-1993) |
ସନ୍ତାନ | 2 (ଉଷା କିରଣ ଭଣ୍ଡାରୀ ନିଶା କୁସୁମ ଭଣ୍ଡାରୀ ) |
ଶିକ୍ଷାନୁଷ୍ଠାନ | ମହେନ୍ଦ୍ର ମୋରଡ଼ କଲେଜ, ବିରାଟ ନଗର (ବ୍ୟାଚଲର ଅଫ ଆର୍ଟ) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାବିଦ୍ୟା ଭଣ୍ଡାରୀଙ୍କ ଜନ୍ମ ୧୯ ଜୁନ ୧୯୬୧ ମସିହାରେ ନେପାଳର ଭୋଜପୁର ଜିଲ୍ଲାରେ ରାମ ବାହାଦୂର ପାଣ୍ଡେ ଏବଂ ମିଥିଳା ପାଣ୍ଡେଙ୍କ ଘରେ ହୋଇଥିଲା । ସେ ଅଳ୍ପ ବୟସରେ ଛାତ୍ର ରାଜନୀତିରେ ଯୋଗ ଦେଇଥିଲେ । ସେ ତାଙ୍କ ସମୟର ଜଣେ ଚରିତ୍ରବାଦୀ ତଥା ପ୍ରଭାବଶାଳୀ ନେତା ଭାବରେ ପ୍ରସିଦ୍ଧ କମ୍ୟୁନିଷ୍ଟ ନେତା ମଦନ ଭଣ୍ଡାରୀଙ୍କ ପତ୍ନୀ ଅଟନ୍ତି ।[୮] ତେବେ ୧୯୯୩ ମସିହାରେ ଏକ ସଡକ ଦୁର୍ଘଟଣାରେ ସ୍ୱାମୀଙ୍କ ଅକାଳ ବିୟୋଗ ପରେ ସେ ଲାଇମଲାଇଟ ହୋଇଥିଲେ ।
ରାଜନୈତିକ ଯାତ୍ରା
ସମ୍ପାଦନା୧୯୯୪ ଏବଂ ୧୯୯୯ ମସିହାରେ ବିଧାନ ସଭା ନିର୍ବାଚନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ କୃଷ୍ଣ ପ୍ରସାଦ ଭଟ୍ଟରାଇ ଏବଂ ଦାମନାଥ ଧୁଙ୍ଗନଙ୍କୁ ପରାସ୍ତ କରିବା ପରେ ବିଦ୍ୟା ଦୁଇଥର ନିର୍ବାଚିତ ହୋଇଥିଲେ । ତେବେ ୨୦୦୮ ମସିହାରେ ବିଧାନ ସଭା ନିର୍ବାଚନ ସମୟରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ସେ ମାଧବ କୁମାର ନେପାଳଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ସେ ୨୦୧୩ ମସିହାରେ ଦ୍ୱିତୀୟ ବିଧାନ ସଭା ନିର୍ବାଚନରେ ଆନୁପାତିକ ନିର୍ବାଚନ ବ୍ୟବସ୍ଥା ଅଧୀନରେ ନିର୍ବାଚିତ ହୋଇଥିଲେ ।
ଆଧାର
ସମ୍ପାଦନା- ↑ "उज्यालो नाईटी". Archived from the original on 4 मार्च 2016. Retrieved 28 अक्तूबर 2015.
{{cite web}}
: Check date values in:|access-date=
and|archive-date=
(help) - ↑ ଛାଞ୍ଚ:वेब सन्दर्भ
- ↑ "विद्यादेवी भण्डारी प्रथम महिला राष्ट्रपति". नागरिक न्यूज़ (in नेपाली). Archived from the original on 30 अक्तूबर 2015. Retrieved 28 अक्टूबर 2015.
{{cite web}}
: Check date values in:|accessdate=
and|archive-date=
(help)CS1 maint: unrecognized language (link) - ↑ "विद्यादेवी भण्डारी नेपालको पहिलो महिला राष्ट्रपति". ताजा खबर (in नेपाली). Archived from the original on 25 दिसंबर 2018. Retrieved 28 अक्टोबर 2015.
{{cite web}}
: Check date values in:|accessdate=
and|archive-date=
(help)CS1 maint: unrecognized language (link) - ↑ "एमाले नेतृ विद्यादेवी भण्डारी राष्ट्रपतिमा विजयी". विज (in नेपाली). Archived from the original on 30 अक्तूबर 2015. Retrieved 28 अक्टोबर 2015.
{{cite web}}
: Check date values in:|accessdate=
and|archive-date=
(help)CS1 maint: unrecognized language (link) - ↑ "Nepali Times | The Brief » Blog Archive » Enemies within". nepalitimes.com. Archived from the original on 17 नवंबर 2015. Retrieved 22 मार्च 2014.
{{cite web}}
: Check date values in:|accessdate=
and|archive-date=
(help) - ↑ "Related News | Bidya Bhandari | ekantipur.com". ekantipur.com. Archived from the original on 20 मार्च 2014. Retrieved 22 मार्च 2014.
{{cite web}}
: Check date values in:|accessdate=
and|archive-date=
(help) - ↑ "संग्रहीत प्रति". Archived from the original on 30 अक्तूबर 2015. Retrieved 29 अक्तूबर 2015.
{{cite web}}
: Check date values in:|access-date=
and|archive-date=
(help)