Jump to content

"ସିତାଂଶୁ ଲେଙ୍କା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଆଧାର+
ଟିକେNo edit summary
୧ କ ଧାଡ଼ି: ୧ କ ଧାଡ଼ି:
{{ତିଆରି ଚାଲିଛି}}
{{ଛୋଟ|Sitanshu Lenka}}
{{ଛୋଟ|Sitanshu Lenka}}
{{Infobox person/Wikidata
{{Infobox person/Wikidata
୧୦ କ ଧାଡ଼ି: ୯ କ ଧାଡ଼ି:


== ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା ==
== ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା ==
ସିତାଂଶୁ ଲେଙ୍କା [[ଭଦ୍ରକ ଜିଲ୍ଲା]]ର [[ଇଚ୍ଛାପୁର]] ଗାଁରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ କବି [[କମଳାକାନ୍ତ ଲେଙ୍କା]] ଥିଲେ ତାଙ୍କ ବାପା । ସିତାଂଶୁ ପଞ୍ଚମ ଶ୍ରେଣୀଯାଏଁ ମାମୁଘରେ ରହି ପଢ଼ୁଥିଲେ । ଷଷ୍ଠ ଶ୍ରେଣୀ ବେଳକୁ କମଳାକାନ୍ତ ତାଙ୍କୁ ତାଙ୍କ ଗାଁ ଅଣାଇ ବ୍ରହ୍ମପୁର ମଧ୍ଯଇଂରାଜୀ ସ୍କୁଲରେ ନାମ ଲେଖାଇଥିଲା । ସ୍କୁଲଟି କମଳାକାନ୍ତ [[ରାଜକନିକା]] ରାଜାଙ୍କ ସହାୟତାରେ ଆଉ କିଛି ଯୁବକଙ୍କ ସାହାଯ୍ୟରେ ଗଢ଼ାଇଥିଲେ । ସିତାଂଶୁଙ୍କର ଭାଇଭଉଣୀ ମିଶି ମୋଟ ସାତ ଜଣ: ବଡ଼ଭାଇ, ମଝିଆ ଭାଇଙ୍କ ପରେ ସିତାଂଶୁ ଓ ତାଙ୍କ ପରେ ତିନି ଭଉଣୀ ।<ref>{{Cite magazine|last=ଲେଙ୍କା|first=ସିତାଂଶୁ|date=ଅକ୍ଟୋବର ୨୦୧୯|title=ଯେମିତି ଜାଣେ ମୋ ବାପାଙ୍କୁ|url=https://www.rebatee.in/pdfdocuments/201910.pdf|magazine=ରେବତୀ|access-date=2024-02-16}}</ref> ସିତାଂଶୁ ହିମାଂଶୁବାଳା ଲେଙ୍କାଙ୍କୁ ବିବାହ କରିଥିଲେ ।<ref>{{Cite web |last=Dhangadamajhi |first=Sunil Kumar |date=2020-08-21 |title=ଯଶସ୍ବୀ କବି କମଳାକାନ୍ତ ଲେଙ୍କାଙ୍କ ଦ୍ବାବିଂଶତମ ଶ୍ରାଦ୍ଧ ଦିବସ ପାଳିତ |url=https://odiabarta.in/36642/ |access-date=2024-02-16 |website=OdiaBarta.in |language=or}}</ref>
ସିତାଂଶୁ ଲେଙ୍କା [[ଭଦ୍ରକ ଜିଲ୍ଲା]]ର [[ଇଚ୍ଛାପୁର]] ଗାଁରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ କବି [[କମଳାକାନ୍ତ ଲେଙ୍କା]] ଥିଲେ ତାଙ୍କ ବାପା । ସିତାଂଶୁ ପଞ୍ଚମ ଶ୍ରେଣୀଯାଏଁ ମାମୁଘରେ ରହି ପଢ଼ୁଥିଲେ । ଷଷ୍ଠ ଶ୍ରେଣୀ ବେଳକୁ କମଳାକାନ୍ତ ତାଙ୍କୁ ତାଙ୍କ ଗାଁ ଅଣାଇ ବ୍ରହ୍ମପୁର ମଧ୍ଯଇଂରାଜୀ ସ୍କୁଲରେ ନାମ ଲେଖାଇଥିଲା । ସ୍କୁଲଟି କମଳାକାନ୍ତ [[ରାଜକନିକା]] ରାଜାଙ୍କ ସହାୟତାରେ ଆଉ କିଛି ଯୁବକଙ୍କ ସାହାଯ୍ୟରେ ଗଢ଼ାଇଥିଲେ । ସିତାଂଶୁଙ୍କର ଭାଇଭଉଣୀ ମିଶି ମୋଟ ଛଅ ଜଣ: ବଡ଼ଭାଇ, ମଝିଆ ଭାଇଙ୍କ ପରେ ସିତାଂଶୁ ଓ ତାଙ୍କ ପରେ ତିନି ଭଉଣୀ ।<ref>{{Cite magazine|last=ଲେଙ୍କା|first=ସିତାଂଶୁ|date=ଅକ୍ଟୋବର ୨୦୧୯|title=ଯେମିତି ଜାଣେ ମୋ ବାପାଙ୍କୁ|url=https://www.rebatee.in/pdfdocuments/201910.pdf|magazine=ରେବତୀ|access-date=2024-02-16}}</ref> ସିତାଂଶୁ ହିମାଂଶୁବାଳା ଲେଙ୍କାଙ୍କୁ ବିବାହ କରିଥିଲେ ।<ref>{{Cite web |last=Dhangadamajhi |first=Sunil Kumar |date=2020-08-21 |title=ଯଶସ୍ବୀ କବି କମଳାକାନ୍ତ ଲେଙ୍କାଙ୍କ ଦ୍ବାବିଂଶତମ ଶ୍ରାଦ୍ଧ ଦିବସ ପାଳିତ |url=https://odiabarta.in/36642/ |access-date=2024-02-16 |website=OdiaBarta.in |language=or}}</ref>


== ଆଧାର ==
== ଆଧାର ==
୧୬ କ ଧାଡ଼ି: ୧୫ କ ଧାଡ଼ି:
{{ବସନ୍ତ ମୁଦୁଲି କବିତା ପୁରସ୍କାର|state=collapsed}}
{{ବସନ୍ତ ମୁଦୁଲି କବିତା ପୁରସ୍କାର|state=collapsed}}
{{Authority Control}}
{{Authority Control}}
{{ଅଧାଗଢ଼ା}}

୦୨:୩୨, ୧୭ ଫେବୃଆରୀ ୨୦୨୪ ଅନୁସାରେ କରାଯାଇଥିବା ବଦଳ

ସିତାଂଶୁ ଲେଙ୍କା
ଜନ୍ମଇଚ୍ଛାପୁର Edit this on Wikidata
ବୃତ୍ତିକବି Edit this on Wikidata
ପିତାମାତା
ପୁରସ୍କାର

ସିତାଂଶୁ ଲେଙ୍କା ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି ଓ ଲେଖକ । କବି କମଳାକାନ୍ତ: ମତ ଅଭିମତ ଭିନ୍ନମତ ତାଙ୍କ ରଚିତ ଓ ତାଙ୍କ ବାପା ତଥା କବି କମଳାକାନ୍ତ ଲେଙ୍କାଙ୍କ ଉପରେ ଏକ ଉଲ୍ଲେଖନୀୟ ଜୀବନୀ ପୁସ୍ତକ ।ସାହିତ୍ୟ ରଚନା ପାଇଁ ସେ ୨୦୧୦ ମସିହାରେ ବସନ୍ତ ମୁଦୁଲି କବିତା ପୁରସ୍କାର ଲାଭକରିଥିଲେ ।

ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା

ସିତାଂଶୁ ଲେଙ୍କା ଭଦ୍ରକ ଜିଲ୍ଲାର ଇଚ୍ଛାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ କବି କମଳାକାନ୍ତ ଲେଙ୍କା ଥିଲେ ତାଙ୍କ ବାପା । ସିତାଂଶୁ ପଞ୍ଚମ ଶ୍ରେଣୀଯାଏଁ ମାମୁଘରେ ରହି ପଢ଼ୁଥିଲେ । ଷଷ୍ଠ ଶ୍ରେଣୀ ବେଳକୁ କମଳାକାନ୍ତ ତାଙ୍କୁ ତାଙ୍କ ଗାଁ ଅଣାଇ ବ୍ରହ୍ମପୁର ମଧ୍ଯଇଂରାଜୀ ସ୍କୁଲରେ ନାମ ଲେଖାଇଥିଲା । ସ୍କୁଲଟି କମଳାକାନ୍ତ ରାଜକନିକା ରାଜାଙ୍କ ସହାୟତାରେ ଆଉ କିଛି ଯୁବକଙ୍କ ସାହାଯ୍ୟରେ ଗଢ଼ାଇଥିଲେ । ସିତାଂଶୁଙ୍କର ଭାଇଭଉଣୀ ମିଶି ମୋଟ ଛଅ ଜଣ: ବଡ଼ଭାଇ, ମଝିଆ ଭାଇଙ୍କ ପରେ ସିତାଂଶୁ ଓ ତାଙ୍କ ପରେ ତିନି ଭଉଣୀ ।[] ସିତାଂଶୁ ହିମାଂଶୁବାଳା ଲେଙ୍କାଙ୍କୁ ବିବାହ କରିଥିଲେ ।[]

ଆଧାର

  1. ଲେଙ୍କା, ସିତାଂଶୁ (ଅକ୍ଟୋବର ୨୦୧୯). "ଯେମିତି ଜାଣେ ମୋ ବାପାଙ୍କୁ" (PDF). ରେବତୀ. Retrieved 2024-02-16.
  2. Dhangadamajhi, Sunil Kumar (2020-08-21). "ଯଶସ୍ବୀ କବି କମଳାକାନ୍ତ ଲେଙ୍କାଙ୍କ ଦ୍ବାବିଂଶତମ ଶ୍ରାଦ୍ଧ ଦିବସ ପାଳିତ". OdiaBarta.in. Retrieved 2024-02-16.