"କଟକ ପ୍ରିଣ୍ଟିଂ ପ୍ରେସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Appearance
Content deleted Content added
Psubhashish (ଆଲୋଚନା | ଅବଦାନ) "{{ତିଆରି ଚାଲିଛି}} '''କଟକ ପ୍ରିଣ୍ଟିଂ ପ୍ରେସ''' (Cuttack Printing Press) ୧୮୬୬ ମସିହାରେ କଟକରେ ପ୍ରତିଷ୍ଠିତ ଏକ ଛାପାଖାନା ଓ ଏହା ଓଡ଼ିଶାର ଦ୍ୱିତୀୟ ଛାପାଖାନା ଥିଲା । ବିଚିତ୍ରାନନ୍ଦ ଦା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
Psubhashish (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ତିଆରି ଚାଲିଛି}} |
{{ତିଆରି ଚାଲିଛି}} |
||
'''କଟକ ପ୍ରିଣ୍ଟିଂ ପ୍ରେସ''' (Cuttack Printing Press) |
'''କଟକ ପ୍ରିଣ୍ଟିଂ ପ୍ରେସ''' (Cuttack Printing Press) ୧୮୬୫ ମସିହାରେ [[କଟକ|କଟକରେ]] ପ୍ରତିଷ୍ଠିତ ଏକ ଛାପାଖାନା । ଏହା [[ଓଡ଼ିଶା|ଓଡ଼ିଶାର]] ଦ୍ୱିତୀୟ ଓ ଅଣମିଶନାରୀ ଏବଂ ଓଡ଼ିଆଙ୍କ ପ୍ରତିଷ୍ଠିତ ପ୍ରଥମ ଛାପାଖାନା ଥିଲା । [[ବିଚିତ୍ରାନନ୍ଦ ଦାସ]] ଓ [[ଗୌରୀଶଙ୍କର ରାୟ]] ଏହାର ସ୍ଥାପନା କରିଥିଲେ । ଢେଙ୍କାନାଳ ରାଜ୍ୟର ରାଜା ଭାଗିରଥୀ ମହେନ୍ଦ୍ର ବାହଦୁରଙ୍କ ସମେତ ଓଡ଼ିଶାର ଗଡ଼ଜାତ ରାଜାମାନେ ଏଥି ନିମନ୍ତେ ପାଣ୍ଠି ପ୍ରଦାନକରିଥିଲେ । |
||
== ଇତିହାସ == |
|||
ସ୍ଥାପନାର ବର୍ଷକ ପରେ ଏଠାରୁ ୧୮୬୬ ଅଗଷ୍ଟ ୪ ତାରିଖରେ [[ଉତ୍କଳ ଦୀପିକା|''ଉତ୍କଳ ଦୀପିକା'']] ପ୍ରକାଶ ପାଇଥିଲା । [[ଗୌରୀଶଙ୍କର ରାୟ]] ଏହାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଥିଲେ ।<ref>{{cite web |year=2012 |title=Orissa news media |url=http://orissadiary.com/news_media/news_media.asp |accessdate=29 June 2012 |work=orissadiary.com |quote='The Utkal Deepika' made its appearance in early 1866 under the able editorship of late Gourisankar Ray}}{{Dead link|date=October 2023|bot=InternetArchiveBot|fix-attempted=yes}}</ref> |
|||
== ଆଧାର == |
|||
{{ଆଧାର}} |
୦୨:୪୪, ୨୩ ମାର୍ଚ୍ଚ ୨୦୨୪ ଅନୁସାରେ କରାଯାଇଥିବା ବଦଳ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
କଟକ ପ୍ରିଣ୍ଟିଂ ପ୍ରେସ (Cuttack Printing Press) ୧୮୬୫ ମସିହାରେ କଟକରେ ପ୍ରତିଷ୍ଠିତ ଏକ ଛାପାଖାନା । ଏହା ଓଡ଼ିଶାର ଦ୍ୱିତୀୟ ଓ ଅଣମିଶନାରୀ ଏବଂ ଓଡ଼ିଆଙ୍କ ପ୍ରତିଷ୍ଠିତ ପ୍ରଥମ ଛାପାଖାନା ଥିଲା । ବିଚିତ୍ରାନନ୍ଦ ଦାସ ଓ ଗୌରୀଶଙ୍କର ରାୟ ଏହାର ସ୍ଥାପନା କରିଥିଲେ । ଢେଙ୍କାନାଳ ରାଜ୍ୟର ରାଜା ଭାଗିରଥୀ ମହେନ୍ଦ୍ର ବାହଦୁରଙ୍କ ସମେତ ଓଡ଼ିଶାର ଗଡ଼ଜାତ ରାଜାମାନେ ଏଥି ନିମନ୍ତେ ପାଣ୍ଠି ପ୍ରଦାନକରିଥିଲେ ।
ଇତିହାସ
ସ୍ଥାପନାର ବର୍ଷକ ପରେ ଏଠାରୁ ୧୮୬୬ ଅଗଷ୍ଟ ୪ ତାରିଖରେ ଉତ୍କଳ ଦୀପିକା ପ୍ରକାଶ ପାଇଥିଲା । ଗୌରୀଶଙ୍କର ରାୟ ଏହାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଥିଲେ ।[୧]
ଆଧାର
- ↑ "Orissa news media". orissadiary.com. 2012. Retrieved 29 June 2012.
'The Utkal Deepika' made its appearance in early 1866 under the able editorship of late Gourisankar Ray
[permanent dead link]