"କଟକ ପ୍ରିଣ୍ଟିଂ ପ୍ରେସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Appearance
Content deleted Content added
Psubhashish (ଆଲୋଚନା | ଅବଦାନ) No edit summary |
Psubhashish (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ତିଆରି ଚାଲିଛି}} |
{{ତିଆରି ଚାଲିଛି}} |
||
'''କଟକ ପ୍ରିଣ୍ଟିଂ ପ୍ରେସ''' (Cuttack Printing Press) ୧୮୬୫ ମସିହାରେ [[କଟକ|କଟକରେ]] ପ୍ରତିଷ୍ଠିତ ଏକ ଛାପାଖାନା । ଏହା [[ଓଡ଼ିଶା|ଓଡ଼ିଶାର]] ଦ୍ୱିତୀୟ ଓ ଅଣମିଶନାରୀ ଏବଂ ଓଡ଼ିଆଙ୍କ ପ୍ରତିଷ୍ଠିତ ପ୍ରଥମ ଛାପାଖାନା ଥିଲା । [[ବିଚିତ୍ରାନନ୍ଦ ଦାସ]] ଓ [[ଗୌରୀଶଙ୍କର ରାୟ]] |
'''କଟକ ପ୍ରିଣ୍ଟିଂ ପ୍ରେସ''' (Cuttack Printing Press) ୧୮୬୫ ମସିହାରେ [[କଟକ|କଟକରେ]] ପ୍ରତିଷ୍ଠିତ ଏକ ଛାପାଖାନା । ଏହା [[ଓଡ଼ିଶା|ଓଡ଼ିଶାର]] ଦ୍ୱିତୀୟ ଓ ଅଣମିଶନାରୀ ଏବଂ ଓଡ଼ିଆଙ୍କ ପ୍ରତିଷ୍ଠିତ ପ୍ରଥମ ଛାପାଖାନା ଥିଲା । [[ବିଚିତ୍ରାନନ୍ଦ ଦାସ]] ଓ [[ଗୌରୀଶଙ୍କର ରାୟ]] କଟକର [[ଆଲାମଚାନ୍ଦ ବଜାର|ଆଲାମଚାନ୍ଦ ବଜାରରେ]] ଏହି ଛାପାକଳର ସ୍ଥାପନା କରିଥିଲେ । ଢେଙ୍କାନାଳ ରାଜ୍ୟର ରାଜା ଭାଗିରଥୀ ମହେନ୍ଦ୍ର ବାହଦୁରଙ୍କ ସମେତ ଓଡ଼ିଶାର ଗଡ଼ଜାତ ରାଜାମାନେ ଏଥି ନିମନ୍ତେ ପାଣ୍ଠି ପ୍ରଦାନକରିଥିଲେ । |
||
== ଇତିହାସ == |
== ଇତିହାସ == |
||
ସ୍ଥାପନାର ବର୍ଷକ ପରେ ଏଠାରୁ ୧୮୬୬ ଅଗଷ୍ଟ ୪ ତାରିଖରେ [[ଉତ୍କଳ ଦୀପିକା|''ଉତ୍କଳ ଦୀପିକା'']] ପ୍ରକାଶ ପାଇଥିଲା । [[ଗୌରୀଶଙ୍କର ରାୟ]] ଏହାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଥିଲେ ।<ref>{{cite web |year=2012 |title=Orissa news media |url=http://orissadiary.com/news_media/news_media.asp |accessdate=29 June 2012 |work=orissadiary.com |quote='The Utkal Deepika' made its appearance in early 1866 under the able editorship of late Gourisankar Ray}}{{Dead link|date=October 2023|bot=InternetArchiveBot|fix-attempted=yes}}</ref> |
|||
=== ''ଉତ୍କଳ ଦୀପିକା'' === |
|||
ସ୍ଥାପନାର ବର୍ଷକ ପରେ ଏଠାରୁ ୧୮୬୬ ଅଗଷ୍ଟ ୪ ତାରିଖରେ ଓଡ଼ିଶାର ପ୍ରଥମ ସମ୍ବାଦ ପତ୍ର ଓ ସାହିତ୍ୟ ପତ୍ର [[ଉତ୍କଳ ଦୀପିକା|''ଉତ୍କଳ ଦୀପିକା'']] ପ୍ରକାଶ ପାଇଥିଲା ।<ref name="ସମ୍ବାଦ">{{cite news|url=https://sambadepaper.com/imageview_32352_185988_4_71_04-02-2024_16_i_1_sf.html|title=ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଓଡ଼ିଆ ଛାପାଅକ୍ଷରର ଇତିହାସ|date=6 February 2024|work=ସମ୍ବାଦ|accessdate=6 February 2024|publisher=ସମ୍ବାଦ}}</ref> [[ଗୌରୀଶଙ୍କର ରାୟ]] ଏହାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଥିଲେ ।<ref>{{cite web |year=2012 |title=Orissa news media |url=http://orissadiary.com/news_media/news_media.asp |url-status=dead |archive-url=https://web.archive.org/web/20061019220443/http://orissadiary.com/news_media/news_media.asp |archive-date=2006-10-19 |accessdate=29 June 2012 |work=orissadiary.com |quote='The Utkal Deepika' made its appearance in early 1866 under the able editorship of late Gourisankar Ray}}{{Dead link|date=October 2023|bot=InternetArchiveBot|fix-attempted=yes}}</ref> ସେତେବେଳେ ଓଡ଼ିଆ ଟାଇପଫେସର ଅଭାବ ଥିବାରୁ ଉତ୍କଳ ଦୀପିକା ପଥର ଛାପା (ଷ୍ଟୋନ ଲିଥୋଗ୍ରାଫି)ରେ ଛପାଯାଇଥିଲା ।<ref name="wikisource">{{cite wikisource|year=1856|plaintitle=ପ୍ରବୋଧ ଚନ୍ଦ୍ରିକା|chapter=|edition=ପ୍ରଥମ|publisher=ଓଡ଼ିଶା ମିଶନ ପ୍ରେସ|editor-last=ଲେସି|editor-first=ଉଇଲିଅମ ଚାର୍ଲସ}}</ref> |
|||
== ଆଧାର == |
== ଆଧାର == |
୦୨:୫୨, ୨୩ ମାର୍ଚ୍ଚ ୨୦୨୪ ଅନୁସାରେ କରାଯାଇଥିବା ବଦଳ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
କଟକ ପ୍ରିଣ୍ଟିଂ ପ୍ରେସ (Cuttack Printing Press) ୧୮୬୫ ମସିହାରେ କଟକରେ ପ୍ରତିଷ୍ଠିତ ଏକ ଛାପାଖାନା । ଏହା ଓଡ଼ିଶାର ଦ୍ୱିତୀୟ ଓ ଅଣମିଶନାରୀ ଏବଂ ଓଡ଼ିଆଙ୍କ ପ୍ରତିଷ୍ଠିତ ପ୍ରଥମ ଛାପାଖାନା ଥିଲା । ବିଚିତ୍ରାନନ୍ଦ ଦାସ ଓ ଗୌରୀଶଙ୍କର ରାୟ କଟକର ଆଲାମଚାନ୍ଦ ବଜାରରେ ଏହି ଛାପାକଳର ସ୍ଥାପନା କରିଥିଲେ । ଢେଙ୍କାନାଳ ରାଜ୍ୟର ରାଜା ଭାଗିରଥୀ ମହେନ୍ଦ୍ର ବାହଦୁରଙ୍କ ସମେତ ଓଡ଼ିଶାର ଗଡ଼ଜାତ ରାଜାମାନେ ଏଥି ନିମନ୍ତେ ପାଣ୍ଠି ପ୍ରଦାନକରିଥିଲେ ।
ଇତିହାସ
ଉତ୍କଳ ଦୀପିକା
ସ୍ଥାପନାର ବର୍ଷକ ପରେ ଏଠାରୁ ୧୮୬୬ ଅଗଷ୍ଟ ୪ ତାରିଖରେ ଓଡ଼ିଶାର ପ୍ରଥମ ସମ୍ବାଦ ପତ୍ର ଓ ସାହିତ୍ୟ ପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା ।[୧] ଗୌରୀଶଙ୍କର ରାୟ ଏହାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଥିଲେ ।[୨] ସେତେବେଳେ ଓଡ଼ିଆ ଟାଇପଫେସର ଅଭାବ ଥିବାରୁ ଉତ୍କଳ ଦୀପିକା ପଥର ଛାପା (ଷ୍ଟୋନ ଲିଥୋଗ୍ରାଫି)ରେ ଛପାଯାଇଥିଲା ।[୩]
ଆଧାର
- ↑ "ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଓଡ଼ିଆ ଛାପାଅକ୍ଷରର ଇତିହାସ". ସମ୍ବାଦ. ସମ୍ବାଦ. 6 February 2024. Retrieved 6 February 2024.
- ↑ "Orissa news media". orissadiary.com. 2012. Archived from the original on 2006-10-19. Retrieved 29 June 2012.
'The Utkal Deepika' made its appearance in early 1866 under the able editorship of late Gourisankar Ray
[permanent dead link] - ↑ ଲେସି, ଉଇଲିଅମ ଚାର୍ଲସ, ed. (1856). ପ୍ରବୋଧ ଚନ୍ଦ୍ରିକା (ପ୍ରଥମ ed.). ଓଡ଼ିଶା ମିଶନ ପ୍ରେସ – via ଉଇକିପାଠାଗାର.