"ଗୋପୀନାଥ ବାଗ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Psubhashish (ଆଲୋଚନା | ଅବଦାନ) No edit summary |
Psubhashish (ଆଲୋଚନା | ଅବଦାନ) ସାହିତ୍ୟ ରଚନା+ |
||
୪ କ ଧାଡ଼ି: | ୪ କ ଧାଡ଼ି: | ||
== ସଂକ୍ଷିପ୍ତ ଜୀବନୀ == |
== ସଂକ୍ଷିପ୍ତ ଜୀବନୀ == |
||
ସେ ବୃତ୍ତିରେ ଜଣେ ଓଡ଼ିଆ ଭାଷା ବିଦ୍ୱାନ ଓ ପ୍ରାଧ୍ୟାପକ ଏବଂ [[ସମ୍ବଲପୁର ବିଶ୍ବବିଦ୍ୟାଳୟ|ସମ୍ବଲପୁର ବିଶ୍ବବିଦ୍ୟାଳୟର]] ଓଡ଼ିଆ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟକରନ୍ତି ।<ref>{{Cite web |last=Shasakprashasak |date=2024-04-07 |title=ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଆଲୋଚନା ଚକ୍ର ଅନୁଷ୍ଠିତ l |url=https://shasakprashasak.com/index.php/state/38676-l-519 |access-date=2024-04-08 |website=Shasak Prashasak News - Odisha's No1. 24 x 7 Odia Newsportal |language=or}}</ref><ref>{{Cite web |last=ପ୍ରାଧନୀ |first=ସନତ କୁମାର |date=2024-02-03 |title=ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ, ଓଡ଼ିଆ ଭାଷାର ଅସ୍ମିତା ଦୁର ପ୍ରସାରୀ ହେଉ। |url=https://odisha.news/41927 |access-date=2024-04-08 |website=Odisha.News |language=or}}</ref> |
|||
== ସାହିତ୍ୟ ରଚନା == |
|||
୧୯୯୧ ମସିହାରେ ଭାରତୀୟ ସମ୍ବିଧାନ ପ୍ରଣେତା ଓ ସମାଜ ସଂସ୍କାରକ [[ଭୀମରାଓ ରାମଜୀ ଆମ୍ବେଦକର|ଭୀମରାଓ ରାମଜୀ ଆମ୍ବେଦକରଙ୍କ]] ଜନ୍ମ ଶତବାର୍ଷିକୀ ପାଳନ କାଳରେ ଓଡ଼ିଆ ସାହିତ୍ୟରେ ଦଳିତ ସାହିତ୍ୟ ରଚନା ବଳବତ୍ତର ହୋଇଥିଲା । ଏହି ସମୟରେ ସମକାଳୀନ ଓଡ଼ିଆ କବିତା ରଚନା ପାଇଁ ଜଣା କବିମାନଙ୍କ ମଧ୍ୟରୁ ଗୋପୀନାଥ ବାଗ ଅନ୍ୟତମ ।<ref>{{Cite Q|Q113251440}}</ref> ୨୦୧୯ ମସିହାରେ ତାଙ୍କ ରଚିତ ''କକରେ କଁ'' କବିତା ସଂକଳନରେ ସ୍ଥାନିତ ୪୬ ଗୋଟି କବିତାରେ ଦଳିତମାନଙ୍କ ଜୀବନ, ପ୍ରକୃତି ଓ ସଂସ୍କୃତିର ଚିତ୍ରଣ କରିଛନ୍ତି ।<ref name=":0" /> ସେ ଦ୍ୱିମାସିକ ଓଡ଼ିଆ ପତ୍ରିକା ''ସପ୍ତର୍ଷି''ର ପରିଚାଳନା ସମ୍ପାଦକ ।<ref>{{Cite web |date=2022-08-11 |title=ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଗଂଗାଧର ଜୟନ୍ତୀ: ଗୌରହରି, ଶତ୍ରୁଘ୍ନ, ରାମକୃଷ୍ଣ ପାଇଲେ ଭାରତ ଚନ୍ଦ୍ର ନାୟକ ସ୍ମୃତି ସମ୍ମାନ |url=https://sambad.in/state/gourahari-das-gets-bharat-chandra-nayak-memory-qward-860680/ |access-date=2024-04-08 |website=Sambad |language=or}}</ref> |
|||
== ରଚନାବଳୀ == |
== ରଚନାବଳୀ == |
||
* ''କକରେ କଁ'' (୨୦୧୯)<ref>{{Cite web |last=ଚୁହାନ |first=ଧର୍ମେନ୍ଦ୍ର |date=2023-07-23 |title="ଦଳିତ ଚେତନାର ଭିନ୍ନ ଏକ ସ୍ୱର: ‘କକରେ କଁ' |url=https://samadhwani.com/6997 |access-date=2024-04-08 |website=Samadhwani |language=or}}</ref> |
* ''କକରେ କଁ'' (୨୦୧୯)<ref name=":0">{{Cite web |last=ଚୁହାନ |first=ଧର୍ମେନ୍ଦ୍ର |date=2023-07-23 |title="ଦଳିତ ଚେତନାର ଭିନ୍ନ ଏକ ସ୍ୱର: ‘କକରେ କଁ' |url=https://samadhwani.com/6997 |access-date=2024-04-08 |website=Samadhwani |language=or}}</ref> |
||
== ଆଧାର == |
== ଆଧାର == |
୧୯:୫୯, ୮ ଅପ୍ରେଲ ୨୦୨୪ ଅନୁସାରେ କରାଯାଇଥିବା ବଦଳ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଗୋପୀନାଥ ବାଗ ଜଣେ ଭାରତୀୟ ଅଧ୍ୟାପକ ଓ ଓଡ଼ିଆ-ଭାଷୀ ଦଳିତ ଲେଖକ । ସେ ଦଳିତ ଚେତନା ସମ୍ବଳିତ ତାଙ୍କର ସମକାଳୀନ ଓଡ଼ିଆ କବିତା ରଚନା ନିମନ୍ତେ "ଖଣ୍ଡର କବି" ନାମରେ ପରିଚିତ । ତାଙ୍କ ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ୨୦୧୯ ମସିହାରେ ପ୍ରକାଶିତ କକରେ କଁ କବିତା ସଂକଳନ ଅନ୍ୟତମ । ସେ ବୃତ୍ତିରେ ଜଣେ ପ୍ରାଧ୍ୟାପକ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ । ସେ ସପ୍ତର୍ଷି ପତ୍ରିକାର ପରିଚାଳନା ସମ୍ପାଦକ ।
ସଂକ୍ଷିପ୍ତ ଜୀବନୀ
ସେ ବୃତ୍ତିରେ ଜଣେ ଓଡ଼ିଆ ଭାଷା ବିଦ୍ୱାନ ଓ ପ୍ରାଧ୍ୟାପକ ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟକରନ୍ତି ।[୧][୨]
ସାହିତ୍ୟ ରଚନା
୧୯୯୧ ମସିହାରେ ଭାରତୀୟ ସମ୍ବିଧାନ ପ୍ରଣେତା ଓ ସମାଜ ସଂସ୍କାରକ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଶତବାର୍ଷିକୀ ପାଳନ କାଳରେ ଓଡ଼ିଆ ସାହିତ୍ୟରେ ଦଳିତ ସାହିତ୍ୟ ରଚନା ବଳବତ୍ତର ହୋଇଥିଲା । ଏହି ସମୟରେ ସମକାଳୀନ ଓଡ଼ିଆ କବିତା ରଚନା ପାଇଁ ଜଣା କବିମାନଙ୍କ ମଧ୍ୟରୁ ଗୋପୀନାଥ ବାଗ ଅନ୍ୟତମ ।[୩] ୨୦୧୯ ମସିହାରେ ତାଙ୍କ ରଚିତ କକରେ କଁ କବିତା ସଂକଳନରେ ସ୍ଥାନିତ ୪୬ ଗୋଟି କବିତାରେ ଦଳିତମାନଙ୍କ ଜୀବନ, ପ୍ରକୃତି ଓ ସଂସ୍କୃତିର ଚିତ୍ରଣ କରିଛନ୍ତି ।[୪] ସେ ଦ୍ୱିମାସିକ ଓଡ଼ିଆ ପତ୍ରିକା ସପ୍ତର୍ଷିର ପରିଚାଳନା ସମ୍ପାଦକ ।[୫]
ରଚନାବଳୀ
- କକରେ କଁ (୨୦୧୯)[୪]
ଆଧାର
- ↑ Shasakprashasak (2024-04-07). "ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଆଲୋଚନା ଚକ୍ର ଅନୁଷ୍ଠିତ l". Shasak Prashasak News - Odisha's No1. 24 x 7 Odia Newsportal. Retrieved 2024-04-08.
- ↑ ପ୍ରାଧନୀ, ସନତ କୁମାର (2024-02-03). "ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ, ଓଡ଼ିଆ ଭାଷାର ଅସ୍ମିତା ଦୁର ପ୍ରସାରୀ ହେଉ।". Odisha.News. Retrieved 2024-04-08.
- ↑ ଝରଣାରାଣୀ ଧାଙ୍ଗଡ଼ାମାଝି (୨୦୦୧), Theory And Praxis Of ‘Ambedkarism’ In The First Odia Dalit Novel Bheda (PDF) (in ଇଂରାଜୀ), vol. 9, pp. 42–51, Wikidata Q113251440
- ↑ ୪.୦ ୪.୧ ଚୁହାନ, ଧର୍ମେନ୍ଦ୍ର (2023-07-23). ""ଦଳିତ ଚେତନାର ଭିନ୍ନ ଏକ ସ୍ୱର: 'କକରେ କଁ'". Samadhwani. Retrieved 2024-04-08.
- ↑ "ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଗଂଗାଧର ଜୟନ୍ତୀ: ଗୌରହରି, ଶତ୍ରୁଘ୍ନ, ରାମକୃଷ୍ଣ ପାଇଲେ ଭାରତ ଚନ୍ଦ୍ର ନାୟକ ସ୍ମୃତି ସମ୍ମାନ". Sambad. 2022-08-11. Retrieved 2024-04-08.