ଏକବୀଜପତ୍ରୀ
ଦେଖଣା
ଏକବୀଜପତ୍ରୀ | |
---|---|
ଗହମ - ଏକ ଅର୍ଥନୈତିକ ମହତ୍ବପୂର୍ଣ୍ଣ ଏକବୀଜପତ୍ରୀ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ଏକବୀଜପତ୍ରୀ |
Type genus | |
Lilium L.[୧]
| |
ଗଣ | |
Synonyms | |
ଏକବୀଜପତ୍ରୀ ଉଦ୍ଭିଦମାନଙ୍କର ମଞ୍ଜିରେ କେବଳ ଗୋଟିଏ ବୀଜପତ୍ର ରହିଥାଏ । ଏଗୁଡ଼ିକ ସାଧାରଣତଃ ଆବୃତବୀଜୀ ସପୁଷ୍ପକ ଉଦ୍ଭିଦ । ଏକବୀଜପତ୍ରୀର ଉଦାହରଣ - ଧାନ, ଗହମ, ମକା, ବାଜରା, ଆଖୁ, ବାଉଁଶ, ନଡିଆ, ପିଆଜ, ସବାଇଘାସ ଇତ୍ୟାଦି l
୨୦୦୯ ମସିହାର ଏପିଜି ୩ ପ୍ରଣାଳୀରେ ଏକବୀଜପତ୍ରୀକୁ ଏକ ବିଭାଗ ବୋଲି ସ୍ୱୀକାର କରାଯାଇଛି କିନ୍ତୁ କୌଣସି ସ୍ତର ଦିଆଯାଇ ନାହିଁ । ଏକବୀଜପତ୍ରୀ ବିଭାଗରେ ପ୍ରାୟ ୬୦,୦୦୦ରୁ ଉର୍ଦ୍ଧ୍ୱ ଜାତିର ଉଦ୍ଭିଦ ରହିଛନ୍ତି । ଜାତିସଂଖ୍ୟା ଦୃଷ୍ଟିରୁ ଓର୍କିଡାସି କୁଳ ସର୍ବବୃହତ । ଏହି କୁଳରେ ପ୍ରାୟ ୨୦,୦୦୦ରୁ ଉର୍ଦ୍ଧ୍ବ ଜାତି ରହିଛି । ଏହାର ପ୍ରାୟ ଅଧା ଜାତିର ଉଦ୍ଭିଦ ପୋଆସି କୁଳରେ ଅଛନ୍ତି ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Cronquist, Takhtajan & Zimmermann 1966.
- ↑ ବେସେଏ ୧୯୧୫.
- ↑ de Candolle ୧୮୧୯.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Tropiclilianae
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୫.୦ ୫.୧ Takhtajan 1966.
- ↑ Takhtajan 1964.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Tropicliliidae
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Thorne 1992a.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Tropiclilio
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Eichler 1886.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Tropicmono
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ de Candolle 1818–1821.
ଆଧାର ଭୁଲ: <ref>
ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/>
ଟ୍ୟାଗ ମିଳିଲା ନାହିଁ କିମ୍ବା </ref>
ବନ୍ଦ କରିବା ଟ୍ୟାଗଟି ନାହିଁ ।