ପାଓ ଭାଜୀ
Appearance
ଅନ୍ୟ ନାମ | ଭାଜୀ - ପାଓ |
---|---|
ପରଷା | ଜଳଖିଆ |
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ମହାରାଷ୍ଟ୍ର |
ମୁଖ୍ୟ ଉପାଦାନ | ବ୍ରେଡ଼, ମିକ୍ସ ପରିବା |
|
ପାଓ ଭାଜୀ (ମରାଠୀ: ପାଓ ଭାଜୀ) ଭାରତ, ମହାରାଷ୍ଟ୍ରର ଏକ ଫାଷ୍ଟ ଫୁଡ଼ ଅଟେ , ଏହା ଏକ ବହଳିଆ ପରିବା ମିଶା ତରକାରି (ମରାଠୀ: ଭାଜୀ) ଏବଂ ତେଲରେ ସେକା ହୋଇଥିବା ରୁଟି ରୋଲ (କୋଙ୍କଣୀ: ପବ) [୧]ଦ୍ୱାରା ପ୍ରସ୍ତୁତ ହୋଇଥାଏ ।
ଇତିହାସ
[ସମ୍ପାଦନା]1850 ମସିହାରେ ମୁମ୍ବାଇରେ କପଡ଼ା ମିଲ ଶ୍ରମିକମାନଙ୍କ ପାଇଁ ଏକ ଫାଷ୍ଟ ଲଞ୍ଚିଙ୍ଗ ଡିଶ ରୂପେ ଉତ୍ପନ୍ନ ହୋଇଥିଲା । [୨][୩] ଏହା ଏବେ ଭାରତ ଏବଂ ବିଦେଶରେ ଔପଚାରିକ ରେଷ୍ଟୁରାଣ୍ଟରେ ଏବଂ ରାସ୍ତା କଡ ଦୋକାନରେ ସାଧାରଣ ରୂପେ ସେବା ପ୍ରଦାନ କରାଯାଉଛି ।[୪][୫]
ପ୍ରସ୍ତୁତି
[ସମ୍ପାଦନା]ପାଓ ଭାଜୀର ବହୁ ତତ୍ତ୍ୱ ପଦାର୍ଥ ଏବଂ ଗର୍ନିସିଂ ହୋଇଥାଏ, କିନ୍ତୁ ମୂଳ ରୂପେ ମସଲାଯୁକ୍ତ ପରିବାର ଏକ ମିଶ୍ରଣ ହୋଇଥାଏ ଯାହା ଏକ ମୋଟା ଗ୍ରେବୀରେ ପ୍ରସ୍ତୁତ ହୋଇଥାଏ, ଯେଉଁଥିରେ ନରମ ସଫା ବ୍ରେଡ଼ ରୋଲ ହୋଇଥାଏ, ଯାହାକୁ ଏକ ତାୱାରେ ସେକା ଯାଇଥାଏ ।
ପାଓ ଭାଜୀର ବିଭିନ୍ନ ରୂପ :
- ପନିର ପାଓ ଭାଜୀ, ଭାଜୀ ଉପର ପନିର ସହିତ
- ଫ୍ରାଇଡ଼ ପାଓ ଭାଜୀ
- ଭାଜୀ ସହିତ ମସରୁମ ପାଓ ଭାଜୀ
- ଜୈନ ପାଓ ଭାଜୀ, ବିନା ପିଆଜ ରଶୁଣ ଯୁକ୍ତ[୬] ଏବଂ ଆଳୁ ବଦଳରେ (ପ୍ଲାଣ୍ଟେନ) ସହିତ[୭]
- କୋଲ୍ହାପୁର ପାଓ ଭାଜୀ, ଏହା ସାଧାରଣତଃ ମସଲା ମିଶ୍ରଣ ଯୁକ୍ତ ହୋଇଥାଏ
- ସଫା ପାଓ ଭାଜୀ, ଗରମ ମସଲା ଏବଂ ଲଙ୍କା ଗୁଣ୍ଡ ସହିତ ।
ଗ୍ୟାଲେରି
[ସମ୍ପାଦନା]-
ସ୍ୱାଦିଷ୍ଟ ପାଓ ଭାଜୀ
-
ତାୱାରେ ପ୍ରସ୍ତୁତ ହେଉଥିବା ପାଓ ଭାଜୀ
-
ଏକ ଦୋକାନୀ (ଚାନ୍ଦନୀ ଚୌକ) ଦିଲ୍ଲୀରେ ଠିଆ ହୋଇଛି
ଆଧାର
[ସମ୍ପାଦନା]- ↑ Najmi, Quaid. "Meet Mumbai's rags-to-riches Restaurant King". The New indian Express. Archived from the original on 17 September 2016. Retrieved 31 May 2015.
- ↑ Patrao, Michael. "Taking pride in our very own pav". Deccan Herald. The Printers (Mysore) Private Ltd. Retrieved 31 May 2015.
- ↑ Patel, Aakar. "What Mumbaikars owe to the American Civil War: 'pav bhaji'". Live Mint. HT Media Limited. Retrieved 31 May 2015.
- ↑ Pathak, Anil. "'Bhaji pav' to invade NY's Times Square". Times of India. Bennett, Coleman & Co. Ltd. Retrieved 13 January 2015.
- ↑ Rajesh, Monisha. "10 of the best street foods in Mumbai". The Guardian. Guardian News and Media Limited. Retrieved 2 September 2015.
- ↑ Dalal, Tarla (2010). Mumbai's Roadside Snacks. Mumbai: Sanjay & Company. p. 60. ISBN 978-81-89491-66-6. Retrieved 31 May 2015.
- ↑ Kumar, Shikha. "In search of the perfect pav bhaji". Hindustan Times. HT Media Limited. Retrieved 4 March 2017.