Jump to content

ମିଶ୍ରଧାତୁ

ଉଇକିପିଡ଼ିଆ‌ରୁ
Wire rope made from steel, which is a metal alloy whose major component is iron, with carbon content between 0.02% and 2.14% by mass.

ମିଶ୍ରଧାତୁ ([Alloy; ଆଲଏ] Error: {{Lang-xx}}: text has italic markup (help)) ହେଉଛି ଏକ ବା ଏକାଧିକ ମୌଳିକମାନଙ୍କର ଏକ ମିଶ୍ରଣ ବା କଠିନ ଧାତବ ଦ୍ରବଣ ।[] ଏକ ମିଶ୍ରଧାତୁ ନିମ୍ନୋକ୍ତ ମଧ୍ୟରୁ କୌଣସି ଗୋଟିଏ (କିମ୍ବା ଅଧିକ) ହୋଇଥାଇପାରେ: ମୌଳିକ ଗୁଡ଼ିକର ଏକ କଠିନ ଦ୍ରବଣ (ଗୋଟିଏ ଅବସ୍ଥା), ଧାତବ ଦ୍ରବଣ ଗୁଡ଼ିକର ମିଶ୍ରଣ (ଦୁଇ କିମ୍ବା ତତୋଽଧିକ ଅବସ୍ଥା) ଓ ଅର୍ଦ୍ଧ-ଧାତବ ଦ୍ରବଣର ଯୌଗିକ (ଅବସ୍ଥା ମଧ୍ୟରେ କୌଣସି ସ୍ୱତନ୍ତ୍ର ସୀମା ନଥାଏ) ।

ଉପକ୍ରମ

[ସମ୍ପାଦନା]

ଇତିହାସ

[ସମ୍ପାଦନା]

ଆହୁରି ଦେଖନ୍ତୁ

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]
  • Chisholm, Hugh, ed. (1911). "Alloys" . Encyclopædia Britannica Eleventh Edition (11th ed.). Cambridge University Press.
  • Surface Alloys Archived 2008-09-08 at the Wayback Machine.