ରିଜାଟ୍ରିପ୍ଟାନ
Clinical data | |
---|---|
Trade names | Maxalt, others |
AHFS/Drugs.com | monograph |
MedlinePlus | a601109 |
Pregnancy category | |
Routes of administration | By mouth |
Drug class | Triptan |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 45% |
Protein binding | 14% |
Metabolism | by monoamine oxidase |
Elimination half-life | 2–3 hours |
Excretion | 82% urine; 12% faeces |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.243.719 |
Chemical and physical data | |
Formula | C15H19N5 |
Molar mass | 269.345 g/mol |
3D model (JSmol) | |
| |
| |
(what is this?) (verify) |
ରିଜାଟ୍ରିପ୍ଟାନ (ଇଂରାଜୀ ଭାଷାରେ Rizatriptan, ଏକ ବିକ୍ରୟ ନାମ ମାକ୍ସାଲ୍ଟ/ Maxalt) ଏକ ଔଷଧ ଯାହା ଅଧକପାଳି ରୋଗର ଚିକିତ୍ସାରେ ଦିଆଯାଏ ।[୧] ଅଧକପାଳି ରୋଗ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଏହା ଦିଆଯିବା ଉଚିତ ।[୨] ଏହା ପାଟିରେ ଦିଆଯାଏ ।[୧]
ରିଜାଟ୍ରିପ୍ଟାନର ସାଧାରଣ ପ୍ରତିକ୍ରିୟାରେ ଛାତି ଯନ୍ତ୍ରଣା (chest pain), ମୁଣ୍ଡ ଓଜନିଆ, ଶୁଷ୍କ ପାଟି ଓ ଝିମ୍ ଝିମ୍ ଅନୁଭବ ହୋଇପାରେ । [୧] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ହୃଦ୍ଘାତ, ଷ୍ଟ୍ରୋକ, ଉଚ୍ଚ ରକ୍ତଚାପ, ସେରୋଟୋନିନ ସିଣ୍ଡ୍ରୋମ ଓ ଆନାଫାଇଲାକ୍ସିସ ହୋଇପାରେ ।[୧] ଅତ୍ୟଧିକ ଔଷଧ ସେବନ କଲେ ଔଷଧ ଅତ୍ୟଧିକ ସେବନ ମୁଣ୍ଡବିନ୍ଧା (medication overuse headache) ହୋଇପାରେ ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହି ଔଷଧ ଦେବାକୁ ମନା କରାଯାଏ ।[୨] ଏହା ଏକ ଟ୍ରିପ୍ଟାନ (triptan) ଶ୍ରେଣୀର ଔଷଧୋ ୫-ଏଚଟି୧ ରିସେପ୍ଟରକୁ (5-HT1 receptor) ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ । [୧]
ରିଜାଟ୍ରିପ୍ଟାନ ସନ ୧୯୯୧ରେ ପେଟେଣ୍ଟ ହେବା ପରେ ସନ ୧୯୯୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଡୋଜ ପିଛା ପ୍ରାୟ ୩.୧୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦରେ ପ୍ରାୟ ୦.୭୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୪] ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୩୨ ତମ ସ୍ଥାନରେ ଥଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Rizatriptan Benzoate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
- ↑ ୨.୦ ୨.୧ ୨.୨ ୨.୩ British national formulary : BNF 76 (76 ed.). Pharmaceutical Press. 2018. p. 473. ISBN 9780857113382.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 531. ISBN 9783527607495.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.