Jump to content

ଉମରକୋଟ ଶିବ ମନ୍ଦିର

ଉଇକିପିଡ଼ିଆ‌ରୁ
ଉମରକୋଟ ଶିବ ମନ୍ଦିର
Umerkot Fort In Umerkot
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictUmerkot Division
Governing bodyPakistan Hindu Council
Location
Architecture
TypeHindu temple
Website
http://www.pakistanhinducouncil.org/

ଉମରକୋଟ ଶିବ ମନ୍ଦିର, ଏକ ଶିବ ମନ୍ଦିର । ଏହା ପାକିସ୍ତାନ ଦେଶର ସିନ୍ଧ ପ୍ରଦେଶ ଅଞ୍ଚଳରେ ଜାହାଙ୍ଗୀର ଗୋଠ ଅଞ୍ଚଳରେ ରହିଛି । ସେଠାରେ ହଜରତ ନିମାନୋ ଶାହ ଦରଗହ ମଧ୍ୟ ରହିଛି । []

ତାପର୍ଜୀ

[ସମ୍ପାଦନା]

ସିନ୍ଧ ଅଞ୍ଚଳରେ ରହୁଥିବା ହିନ୍ଦୁ ଲୋକଙ୍କ ପାଇଁ ଏହି ମନ୍ଦିର ଖୁବ ପବିତ୍ର ଓ ଏହା ମହତ୍ୱପୂର୍ଣ ଭକ୍ତିପୀଠ । ଏଠାରେ ଅସୁବିଧାରେ ଥିବା ଅନେକ ଭକ୍ତ ଆଶ୍ରୟ ନିଅନ୍ତି । 

ଆରାଧ୍ୟ ଦେବତା 

[ସମ୍ପାଦନା]

ଏଠାରେ ବିଶ୍ୱର ସାନୁଠାରୁ ଚମତ୍କାର ଶିବ ଲିଙ୍ଗା ରହିଥିବା କୁହାଯାଇଥାଏ ।ସ୍ଥାନୀୟ ଲୋକଙ୍କ କଥାନୁସାରେ  ତାହାର ଆକାର ବର୍ଦ୍ଧନ ହେଇଥିବା କଥା ମଧ୍ୟ ଜଣାଯାଇଥାଏ । 

ଯାନୀ ଯାତ୍ରା 

[ସମ୍ପାଦନା]

ପ୍ରତିବର୍ଷ ଏଠାରେ ମହଶିବରାତ୍ରି ପାଳନ ହେବା ସହ ଆଖ ପାଖ ଅଞ୍ଚଳରୁ ଅନେକ ଭକ୍ତଙ୍କ ସମାଗମ ହେଇ ମେଳା ମଧ୍ୟ ହେଇଥାଏ । ମେଳାରେ ବହୁ ପ୍ରକାର ସଂସ୍କୃତିକ କରଜ୍ୟକରମ ଅନୁଷ୍ଠିତ ହେଇଥାଏ । 3 ଇନ ଧରି ଏଠାରେ ଜନସମାଗମ ହେଇଥାଏ । ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି । 

ଇତିହାସ 

[ସମ୍ପାଦନା]

କୁହ ଯାଏ ଯେ ହଜାର  ବର୍ଷ ଆଗରୁ ଏକ ବ୍ୟକ୍ତି ଏଠାରେ ଗାଈ ଗୋରୁ ରାଖୀ ଜୀବିକା ଅର୍ଜନ କରୁଥିଲେ । ଦିନେ ଦେଖିଲେ ଯେ ଏକ ଗାଈ ଏକ ସ୍ଥାନକୁ ଯାଇ ଆପେ ଆପେ ତାହାର କ୍ଷୀର ଏହା ସ୍ଥାନରେ ପ୍ରଦାନ କରୁଛି । ସେ ସ୍ଥାକୁ ଯାଇ ଦେଖିଲେ ଯେ ସେଠାରେ ମାଟି ତଳୁ ଏକ ଶିବଲିଙ୍ଗର ଅବିଭାବ ହେଇଛି । ତା ପରେ ସ୍ଥାନୀୟ ଲୋକ ଆସି ସେଠାରେ ଶିବ ମନ୍ଦିର ନିର୍ମାଣ କରି ଆରାଧନା ଆରମ୍ଭ କରିଥିଲେ । ତେବେ ଏହି କାହାଣୀ ତ ସତ୍ୟତା ନେଇ କିଛି ପ୍ରମାଣ ମିଳିନହି । 

ପୁନଶ୍ଚ ଦେଖଣା

[ସମ୍ପାଦନା]

ଛାଞ୍ଚ:Col div

ଛାଞ୍ଚ:Col div end


ଆଧାର 

[ସମ୍ପାଦନା]
  1. "Tharparkar famine: Feeding the soul". Tribune. 30 March 2014. Retrieved 20 October 2014.