Jump to content

ଓଡେଭିକ୍ସିବାଟ

ଉଇକିପିଡ଼ିଆ‌ରୁ
ଓଡେଭିକ୍ସିବାଟ
Clinical data
Trade namesBylvay
SynonymsA4250
AHFS/Drugs.commonograph
data
Routes of
administration
By mouth
Legal status
Legal status
Identifiers
  • (2S)-2-{[(2R)-2-[({[3,3-Dibutyl-7-(methylsulfanyl)-1,1-dioxido-5-phenyl-2,3,4,5-tetrahydro-1,2,5-benzothiadiazepin-8-yl]oxy}acetyl)amino]-2-(4-hydroxyphenyl)acetyl]amino}butanoic acid
Chemical and physical data
FormulaC37H48N4O8S2
Molar mass୭୪୦.୯୩ g·mol−1
3D model (JSmol)
  • CCCCC1(CCCC)CN(C2=CC=CC=C2)C2=CC(SC)=C(OCC(=O)N[C@@H](C(=O)N[C@@H](CC)C(O)=O)C3=CC=C(O)C=C3)C=C2S(=O)(=O)N1
  • InChI=1S/C37H48N4O8S2/c1-5-8-19-37(20-9-6-2)24-41(26-13-11-10-12-14-26)29-21-31(50-4)30(22-32(29)51(47,48)40-37)49-23-33(43)39-34(25-15-17-27(42)18-16-25)35(44)38-28(7-3)36(45)46/h10-18,21-22,28,34,40,42H,5-9,19-20,23-24H2,1-4H3,(H,38,44)(H,39,43)(H,45,46)/t28-,34+/m0/s1
  • Key:XULSCZPZVQIMFM-IPZQJPLYSA-N

ଓଡେଭିକ୍ସିବାଟ (ଇଂରାଜୀ ଭାଷାରେ Odevixibat), ବାଇଲଭେ ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ପ୍ରଗତିଶୀଳ ପାରିବାରିକ ଇଣ୍ଟ୍ରାହେପାଟିକ୍ କୋଲେଷ୍ଟାସିସ୍ (PFIC) ରୋଗରେ ହେଉଥିବା ଗଲୁ ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [] ରୋଗ ଅତି କମରେ ୩ ମାସ ପୁରୁଣା ହୋଇଥିଲେ ଏହା ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା, ଯକୃତ ବୃଦ୍ଧି, ଚର୍ବି ଦ୍ରବଣୀୟ ଜୀବସାର ଅଭାବ ଏବଂ ଯକୃତ ପ୍ରଦାହ ହୋଇପାରେ ।[] [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଇଲିଆଲ୍ ବାଇଲ୍ ଏସିଡ୍ ପରିବହନକାରୀର (ଆଇବିଏଟ୍) ଏକ ପ୍ରତିବନ୍ଧକ ।

୨୦୨୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଓଡେଭିକ୍ସିବାଟ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୪୦୦ ମାଗ୍ରାର ମାସିକ ଔଷଧ ଖର୍ଚ୍ଚ ୨୦୨୨ ସୁଦ୍ଧା ପ୍ରାୟ ୬୨୦୦ ପାଉଣ୍ଡ ଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୩,୦୦୦ ଡଲାର ଅଟେ ।| []

  1. ୧.୦ ୧.୧ ୧.୨ "Bylvay EPAR". European Medicines Agency (EMA). 20 April 2021. Archived from the original on 29 July 2021. Retrieved 28 July 2021.
  2. "Bylvay". Union Register of medicinal products. Archived from the original on 24 July 2021. Retrieved 23 July 2021.
  3. ୩.୦ ୩.୧ ୩.୨ ୩.୩ "Bylvay- odevixibat capsule, coated pellets". DailyMed. Archived from the original on 29 July 2021. Retrieved 28 July 2021.
  4. "Odevixibat". SPS - Specialist Pharmacy Service. 17 December 2018. Archived from the original on 3 March 2022. Retrieved 29 October 2022.
  5. "Bylvay". Retrieved 29 October 2022.