Jump to content

ନବିନା ବୋଲେ

ଉଇକିପିଡ଼ିଆ‌ରୁ
ନବିନା ବୋଲେ
ଜନ୍ମ (1983-10-30) ୩୦ ଅକ୍ଟୋବର ୧୯୮୩ (ବୟସ ୪୦)
ମୁମ୍ବାଇ, ଭାରତ
ଜାତୀୟତାଭାରତୀୟ
ବୃତ୍ତି
ଅଭିନେତ୍ରୀ
ବୈବାହିକ-ସାଥୀ
କରଣ ଜିତ
(m. ୨୦୧୭)
ସନ୍ତାନ

ନବିନା ବୋଲେ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ମିଲେ ଜବ ହମ୍ ତୁମ୍ (୨୦୦୮) ଧାରାବାହିକରେ ଦିବ୍ୟା ଭୂଷଣ, ଜୀନି ଔର୍ ଜୁଜୁ (୨୦୧୪) ଧାରାବାହିକରେ ପ୍ରିୟା ଓ ଇସ୍କବାଜ୍ (୨୦୧୬) ଧାରାବାହିକରେ ଟିଆ ଭୂମିକା ପାଇଁ ସେ ଜଣାଶୁଣା ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ଅଭିନେତା-ପ୍ରଯୋଜକ କରଣ ଜିତଙ୍କୁ ୨୦୧୭ ମସିହାରେ ବିବାହ କରିଛନ୍ତି । ତାଙ୍କର ଜଣେ କନ୍ୟା ସନ୍ତାନ ଅଛି ।[]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ
୧୯୯୮ ସି.ଆଇ.ଡି. ବିଭିନ୍ନ ଚରିତ୍ର
୨୦୦୧ ଶଃ... ଫିର୍ କୋଇ ହୈ ଅଧ୍ୟାୟ ୧୯: କମରା ନଂ ୧୩
୨୦୦୬ ସୋଲାଃ ଶିଙ୍ଗାର୍
୨୦୦୭ ସପ୍‌ନା ବାବୁଲ୍ କା... ବିଦାଇ
୨୦୦୮ ଭାଗୋ କେକେ ଆୟା
୨୦୦୮ ମିଲେ ଜବ୍ ହମ୍ ତୁମ୍ ଦିବ୍ୟା ଭୂଷଣ
୨୦୦୯ ୟାହାଃ ମେଁ ଘର୍ ଘର୍ ଖେଲି କରିସ୍ମା
ସାଜନ୍ ରେ ଝୁଟ୍ ମତ୍ ବୋଲୋ ସୋନିଆ
୨୦୧୦ ଅଦାଲତ ବିଭିନ୍ନ ଚରିତ୍ର
ରାମ୍ ମିଲାୟି ଯୋଡ଼ି
୨୦୧୧ ଲଭ୍ ୟୁ ଜିଙ୍ଗେଦି ମଜ୍‌ନୁ
ସୁର୍ଯ୍ୟ ଦି ସୁପର୍ କପ୍
ହାଏ! ପଡ଼ୋଶୀ... କୌନ୍ ହୈ ଦୋଷୀ?
ମିସେସ୍ କୌଶିକ୍ କି ପାଞ୍ଚ୍ ବାହୁୟେଁ ପୁଷ୍ପା ଦ୍ୱିବେଦୀ
ପିୟା କା ଘର୍ ପ୍ୟାରା ଲଗେ ବିଭା
୨୦୧୨ ସାବଧାନ ଇଣ୍ଡିଆ ମଧୁବାଲା/ଋତୁ
ନା ବୋଲେ ତୁମ୍... ନା ମୈନେ କୁଛ୍ କାହା କୋୟଲ
ଶୋଭା ସୋମନାଥ କି କୌସର ଜାହାଁ []
ତେରି ମେରି ଲଭ୍ ଷ୍ଟୋରିଜ୍ ସୋନିଆ
କ୍ୟା ହୁଆ ତେରା ୱାଦା []
ଜୀନି ଔର୍ ଜୁଜୁ ପ୍ରିୟା []
ବାଲ୍ ବୀର୍ କଟେଲି ଓ ନୋକିଲି
୨୦୧୩ ୟେ ହୈ ମୋହବତେଁ ଡିମ୍ପଲ୍
୨୦୧୪ କୁମ୍‌କୁମ୍ ଭାଗ୍ୟ ମୀତୁ
ୟମ୍ ହେଁ ହମ୍ ମେନେକା
ବଡ଼ି ଦୂର୍ ସେ ଆୟେ ହୈ ନିଶା
୨୦୧୫ ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି ଡ୍ରାମା ବିଭିନ୍ନ ଚରିତ୍ର
ସୁମିତ ସମ୍ଭାଲ ଲେଗା ନତାଶା
ବଏଜ୍ ମିସ୍ ଚାଟାର୍ଜୀ
୨୦୧୬ ଇସ୍କବାଜ୍ ଟିଆ
୨୦୧୭-୨୦୨୦ ତାରକ ମେହେଟ୍ଟା କା ଉଲ୍‌ଟା ଚଷମା ଡ. ମୋନିକା/ଡ. ସାରା []
୨୦୨୨ ଅଲି ବାବା ଅଫ୍ରାସିୟା (ଅଧ୍ୟାୟ ୧)
୨୦୨୨-୨୦୨୩ ପର୍ଶୁରାମ ଦେବୀ ରେଣୁକା
୨୦୨୩ ତେରେ ଇସ୍କ ମେଁ ଘାୟଲ୍ ଅନୀତା

ଅଭିନୀତ ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ମନ୍ତବ୍ୟ ଆଧାର
୨୦୨୩ ହନିମୁନ୍ ସୁଇଟ୍ ରୁମ୍ ନଂ. ୯୧୧ ଅଲ୍ଟବାଲାଜୀ
୨୦୨୪ ରସୀଲି ରାତେଁ
  1. Neha Maheshwri (25 December 2016). "Navina Bole to get engaged on January 22". The Times of India. Retrieved 2016-12-25.
  2. Tahseen, Ismat (2011)"Navina Bole is losing it!", Times of India, 14 September 2011. Retrieved 1 August 2014
  3. ୩.୦ ୩.୧ Bhopatkat, Tejashree (2012) "Navina Bole joins SAB TV’s Jeanie Aur Juju", Times of India, 26 October 2012. Retrieved 1 August 2014
  4. "Navina Bole joins Taarak Mehta ka Ooltah Chashmah". Bollywood Hungama.

ବାହାର ଲିଙ୍କ୍

[ସମ୍ପାଦନା]