ପଲ୍ମୋନାରୀ ଭଲ୍ଭ ଷ୍ଟେନୋସିସ୍
Pulmonary valve stenosis | |
---|---|
Valvular pulmonary stenosis, pulmonic stenosis | |
ବିଭାଗ | Cardiology |
ଲକ୍ଷଣ | Few symptoms initially, may develop syncope, chest pain, and shortness of breath |
କାରଣ | Congenital heart disease, carcinoid syndrome[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Suspected based on a systolic murmur, confirmed by ultrasound of the heart[୧] |
ଚିକିତ୍ସା | Balloon valvuloplasty, valve replacement[୧] |
Prognosis | Generally good[୧] |
ପୁନଃପୌନିକ | 0.4% at birth[୨] |
ପଲ୍ମୋନାରୀ ଭଲ୍ଭ ଷ୍ଟେନୋସିସ୍ (ଇଂରାଜୀ ଭାଷାରେ Pulmonary valve stenosis/ PVS ) ହେଉଛି ଏକ ପ୍ରକାର କପାଟିକା ହୃଦ୍ରୋଗ ଯେଉଁଥିରେ ଫୁସଫୁସ ଭଲ୍ଭ ସଙ୍କୁଚିତ ହୋଇଥାଏ | [୩] ପ୍ରଭାବିତ ପିଲାମାନଙ୍କର ପ୍ରାୟ କୌଣସି ଲକ୍ଷଣ ନଥାଏ | [୧] ଯେତେବେଳେ ଲକ୍ଷଣଗୁଡ଼ିକ ବିକଶିତ ହେଲେ ଛାତି ଯନ୍ତ୍ରଣା, ଅଚେତା କିମ୍ବା ଅଣନିଶ୍ୱାସ ହୋଇପାରେ | [୧]
ଏହାର ସାଧାରଣ କାରଣ ହେଉଛି ଜନ୍ମଗତ ହୃତ୍ପିଣ୍ଡ ତୃଟି ଯେପରିକି ଟେଟ୍ରାଲୋଜି ଅଫ ଫ୍ୟାଲଟ ଏବଂ ନ୍ୟୁନାନ ସିଣ୍ଡ୍ରୋମ | [୧] ଅନ୍ୟାନ୍ୟ କାରଣ ମଧ୍ୟରେ କାର୍ସିନଏଡ୍ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ | [୧] ସିଷ୍ଟୋଲିକ ମରମର ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ହୃତ୍ପିଣ୍ଡର ଅଲଟ୍ରାସାଉଣ୍ଡ କରି ନିଶ୍ଚିତ କରାଯାଇଥାଏ | [୧]
ଏହାର ଚିକିତ୍ସାରେ ଭଲ୍ଭୁଲୋପ୍ଲାଷ୍ଟି ଓ ଭଲ୍ଭ ପ୍ରତିରୋପଣ କରାଯାଇପାରେ ।[୧] ଫଳାଫଳ ସାଧାରଣତଃ ଭଲ ରହେ | [୧] ଜନ୍ମ ସମୟରେ ଏହା ପ୍ରତି ୧୦୦୦ ଶିଶୁଙ୍କ ମଧ୍ୟରୁ ପ୍ରାୟ ୪ ଜଣକର ଏହି ରୋଗ ଥାଏ | [୨] ଜନ୍ମ ସମୟରେ ଏହି ରୋଗର ପ୍ରାରମ୍ଭିକ ବ୍ୟାଖ୍ୟା ୧୭୬୧ ମସିହାରେ ଜନ ବାପ୍ଟିଷ୍ଟ ମୋର୍ଗାଗ୍ନି କରିଥିଲେ ।[୪] ଅପରେଶନ କରି ଏହାର ମରାମତି ପ୍ରଥମେ ୧୯୫୩ ମସିହାରେ କରାଯାଇଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Pulmonic Stenosis - Cardiovascular Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 23 December 2020.
- ↑ ୨.୦ ୨.୧ Benjamin, Ivor; Griggs, Robert C.; Fitz, J. Gregory (2015). Andreoli and Carpenter's Cecil Essentials of Medicine E-Book (in ଇଂରାଜୀ). Elsevier Health Sciences. p. 72. ISBN 978-0-323-35236-9.
- ↑ "Congenital heart disease - Types". nhs.uk (in ଇଂରାଜୀ). 19 October 2017. Retrieved 24 December 2020.
- ↑ Satpathy, M. (2015). Clinical Diagnosis of Congenital Heart Disease (in ଇଂରାଜୀ). JP Medical Ltd. p. 197. ISBN 978-93-5152-912-5.
- ↑ Satpathy, M. (2015). Clinical Diagnosis of Congenital Heart Disease (in ଇଂରାଜୀ). JP Medical Ltd. p. 197. ISBN 978-93-5152-912-5.