ଭାସ୍କର ଜେନା
Appearance
ଭାସ୍କର ଜେନା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ମହୁରା, ଧାମନଗର, ଭଦ୍ରକ | ୨୩ ଜୁଲାଇ ୧୯୫୨
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ଭଦ୍ରକ କଲେଜ |
ଜୀବନସାଥୀ | ଉମାମଣୀ |
ଭାସ୍କର ଜେନା, (ଜନ୍ମ: ୨୩ ଜୁଲାଇ ୧୯୫୨)ଜଣେ ଓଡ଼ିଆ ସାହିତ୍ୟିକ । ସେ ଗଳ୍ପ, ଉପନ୍ୟାସ, ଅନୁବାଦ ଓ ଶିଶୁସାହିତ୍ୟ ଆଦି ରଚନା କରିଛନ୍ତି । ସେ ଓଡ଼ିଶା ସରକାରଙ୍କ ଅଧିନରେ ଚାକିରୀ କରି, ସେବାନିବୃତ ହୋଇ ସାରିଛନ୍ତି । ସେ ଅଦ୍ୟାବଧି ୫୦ରୁ ଅଧିକ ଉପନ୍ୟାସ, ଦଶଟି ଗଳ୍ପ ସଂକଳନ ଓ ଅନେକ ଶିଶୁସାହିତ୍ୟ ରଚନା କରିସାରିଛନ୍ତି ।
ରଚନାବଳୀ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]- ଅନୁତପ୍ତ ଅନ୍ଧକାର
- ସ୍ୱର୍ଣ୍ଣକଙ୍କଣ ଉପାଖ୍ୟାନ
- ଉପତ୍ୟକାର ଶୋଷ
- ଅନ୍ଧ ତାମସୀ
- ତୃଷ୍ଣାର ତରଙ୍ଗ
- ଜୀବନ ନଦୀର ଦୁଇ କୁଳେ
- ହାତ ମୁଠାରେ ପୃଥିବୀ
- ସତ୍ୟ ଅସତ୍ୟ ସତ୍ୟ
- କାଗଜ ଫୁଲ
- ଏଇ ନଇ ଏଇ ଧାରା
- ଅବୁଝା ପୃଥିବୀ
- ତପ୍ତ ବୈତରଣୀ
- ଆଜି ଆକାଶରେ ମେଘ ନାହିଁ
- ଅଭିଶପ୍ତ ବାପାମାନେ
- ମାନଚିତ୍ର[୧]
ଗଳ୍ପ
[ସମ୍ପାଦନା]- ଚିହ୍ନା ପୃଥିବୀ ଅଚିହ୍ନା ମଣିଷ
- ସାନୁ ଅପାର ଜୀବନ ବୃତ୍ତାନ୍ତ
- ଅବ୍ୟକ୍ତ ଅନ୍ଧକାର
- ସୈକତିନୀ
- ପାଦଚିହ୍ନ[୨]
ଶିଶୁ ସାହିତ୍ୟ
[ସମ୍ପାଦନା]- କୁନମୁନ ପାଇଁ ନୀତିମାଳା
- ଆମ ସ୍ୱାଧୀନତା ସଂଗ୍ରାମର ଇତିହାସ[୩]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ରାଜଧାନୀ ପୁସ୍ତକମେଳା ପୁରସ୍କାର - ୨୦୦୮(ସତ୍ୟ ଅସତ୍ୟ ସତ୍ୟ ପୁସ୍ତକ ପାଇଁ)[୪]
ଆଧାର
[ସମ୍ପାଦନା]- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଏପ୍ରିଲ ୪ - ୧୭ ପୃଷ୍ଠା ୨.
- ↑ "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ଜୁନ ୧୦ -୨୩ ୨୦୧୭ ପୃଷ୍ଠା ୪. Retrieved 16 June 2017.
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 503–. ISBN 978-81-260-0873-5.
- ↑ "ଆର୍କାଇଭ୍ କପି". Archived from the original on 2022-07-07. Retrieved 2017-06-16.
{{cite web}}
: Cite has empty unknown parameter:|1=
(help)